Voice of Eastern India

ସିଂହ ରାଶି ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିବ, ଧନ ଲାଭର ଯୋଗ ରହିଛି


ମେଷ– ମନୋବଳ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ମିଳିପାରେ। ଆର୍ଥିକ ଦିଗରେ ସାବଧାନ ରହନ୍ତୁ। ପରିବାରରେ ସମ୍ମାନ ବଢ଼ିବ। ଦୂର ଯାତ୍ରାର ଯୋଗ ରହିଛି। ମିତ୍ରଙ୍କ ସହଯୋଗ ମିଳିବ। ନୂତନ ପରିଚୟ ଲାଭଦାୟକ ହେବ।

ବୃଷ– କାମରେ ବ୍ୟସ୍ତତା ବଢ଼ିପାରେ। ଧନ ଆସିବାର ସୁଯୋଗ ରହିଛି। ଶରୀର କ୍ଲାନ୍ତ ଅନୁଭବ କରିପାରନ୍ତି। ପରିବାରରେ ଶାନ୍ତି ରହିବ। ନୂତନ କାମ ଆରମ୍ଭ କରିପାରିବେ। ମନରେ ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା କାମ ସଫଳ ହେବ।

ମିଥୁନ– ନିଜ ଦକ୍ଷତା ଦେଖାଇବାକୁ ସୁଯୋଗ ମିଳିବ। ଖର୍ଚ୍ଚ ବଢ଼ିପାରେ। ପରିବାର ସହ ସମୟ କାଟିବେ। ପ୍ରେମ ଜୀବନରେ ସୁଖ ରହିବ। ନୂତନ ଯୋଜନା ଲାଭଦାୟକ ହେବ। ସୃଜନଶୀଳ କାମରେ ରୁଚି ବଢ଼ିବ।

କର୍କଟ– ମନରେ ଅଶାନ୍ତି ରହିପାରେ। କାମରେ ଧୀରେ ଧୀରେ ସଫଳତା ମିଳିବ। ଧନ ସଞ୍ଚୟରେ ଧ୍ୟାନ ଦିଅନ୍ତୁ। ପରିବାରରେ ଛୋଟ ମତଭେଦ ହୋଇପାରେ। ଶରୀର ଠିକ୍ ରହିବ। ଧୈର୍ଯ୍ୟ ରଖନ୍ତୁ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢ଼ିବ।

ସିଂହ– ଆପଣଙ୍କ ପାଇଁ ଶୁଭ ଦିନ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭର ଯୋଗ ରହିଛି। ପରିବାରରେ ଖୁସି ମହଲ ରହିବ। ମିତ୍ରଙ୍କ ସହ ମିଳନ ହେବ। ନୂତନ ଯୋଜନାରେ ସଫଳତା ମିଳିବ। ସମ୍ମାନ ବଢ଼ିବ।

କନ୍ୟା– କାମରେ ଚାପ ବଢ଼ିପାରେ। ଆର୍ଥିକ ଦିଗରେ ସ୍ଥିରତା ରହିବ। ପରିବାର ସହ ସମ୍ପର୍କ ଭଲ ରହିବ। ଶରୀରକୁ ଧ୍ୟାନ ଦିଅନ୍ତୁ। ଯାତ୍ରାରେ ସାବଧାନ ରହନ୍ତୁ। ମନ ଶାନ୍ତ ରଖନ୍ତୁ। କାର୍ଯ୍ୟରେ ଧୀରେ ଉନ୍ନତି ହେବ।

ତୁଳା– ଧନ ଲାଭ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାରରେ ଖୁସି ରହିବ। ପ୍ରେମ ସମ୍ପର୍କ ଭଲ ରହିବ। ନୂତନ ଲୋକଙ୍କ ସହ ପରିଚୟ ହେବ। ଦିନଟି ଉପଭୋଗ କରିବେ। ଲାଭର ସୁଯୋଗ ବଢିବ।

ବିଛା– ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। କାମରେ ଭଲ ଫଳ ମିଳିବ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ଯୋଜନା ଆରମ୍ଭ କରିପାରିବେ। ନେତୃତ୍ୱ ଶକ୍ତି ବଢ଼ିବ।

ଧନୁ– ଅନାବଶ୍ୟକ ଚିନ୍ତା ବଢ଼ିପାରେ। କାମରେ ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାରରେ ସମ୍ମିଳନ ରଖନ୍ତୁ। ଶରୀରରେ ଦୁର୍ବଳତା ଲାଗିପାରେ। ଧୈର୍ଯ୍ୟ ରଖିବା ଆବଶ୍ୟକ। ଯୋଜନାରେ ପରିବର୍ତ୍ତନ ଆଣିବେ।

ମକର– ଲାଭର ଦିନ। କାମରେ ସଫଳତା ମିଳିବ। ଧନ ଆଗମନ ହେବ। ପରିବାରରେ ଖୁସି ରହିବ। ମିତ୍ରଙ୍କ ସହ ସମୟ କାଟିବେ। ନୂତନ ଯୋଜନା ସଫଳ ହେବ। ପୁରୁଣା ଇଚ୍ଛା ପୂରଣ ହେବ।

କୁମ୍ଭ– କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ଶରୀର ଭଲ ରହିବ। ନୂତନ ଦାୟିତ୍ୱ ମିଳିପାରେ। ପ୍ରଶଂସା ମିଳିବ।

ମୀନ– ଭାଗ୍ୟର ସହଯୋଗ କରିବ। କାମରେ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ଧାର୍ମିକ ପରିବେଶ ରହିବ। ଯାତ୍ରାର ଯୋଗ ରହିଛି। ମନ ଖୁସି ରହିବ। ନୂତନ ସୁଯୋଗ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.