Voice of Eastern India

ତପ୍ତପାଣି ଘାଟିକୁ ଯାଆନ୍ତୁନି ! ରାସ୍ତାରେ ଖସୁଛି ବଡ଼ବଡ଼ ପଥର


ମୋହନା, ୩୦/୧୦ : କଳିଙ୍ଗା ଘାଟି ଭଳି ବିପଦରେ ଏବେ ଗଜପତି – ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟି l ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଏହି ଘlଟିର ବିଭିନ୍ନ ସ୍ଥାନରେ ପାହାଡ଼ ଧସିଛି । ଏହାସହ ବଡ଼ ବଡ଼ ପଥର ଖସି ଆସି ରାସ୍ତା ଉପରେ ପଡି ରହିଛି l

Also Read :- ହଠାତ ପାହାଡ଼ରୁ ଧସିଲା ବିରାଟ ପଥର : ଭାସିଗଲେ ଛେଳି-କୁକୁଡା, ସୃଷ୍ଟି ହୋଇଗଲା ୨୦୦ ଫୁଟର ଖାଲ

ତେବେ ପ୍ରବଳ ବର୍ଷା ଏବଂ ପଥର ଧସିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ଦେଖିବାକୁ ମିଳିଛି l ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁର ଠାରୁ ଦକ୍ଷିଣ ଓଡିଶାକୁ ଯାତାୟତ ପ୍ରଭାବିତ ହୋଇଛି l ବିପଦ ଆଶଙ୍କା ଥିବାରୁ ଗୁରୁବାର ଠାରୁ ଆଜି ସକାଳ ପର୍ଯ୍ୟନ୍ତ ଏହି ଘାଟିକୁ ପ୍ରଶାସନ ସିଲ୍ କରିଥିଲା । ଏବେବି ଘାଟି ଅଞ୍ଚଳ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।



Source link

Leave A Reply

Your email address will not be published.