ଷ୍ଟକହୋମ୍: ରୟାସନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ହେନରୀ ବି.କାଗନ୍ ଏବଂ କେନ୍ସୋ ସୋଆଇଙ୍କୁ “ଅସମିତିକ ଜୈବ ସଂଶ୍ଳେଷଣରେ ନନ୍-ଲିନିୟର ପ୍ରଭାବ ଏବଂ ଅଟୋକ୍ୟାଟାଲିସିସ୍ ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପ୍ରଦାନ କରାଯିବ ବୋଲି ଘୋଷଣା କରିଛି। । ହେନରୀ କାଗାନ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ଏବଂ କେନସୋ ସୋଆଇ ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ।