ଭୁବନେଶ୍ୱର ୧୮।୦୬ : ମଞ୍ଚେଶ୍ବର ଥାନା ASI ଚାକିରିରୁ ବହିଷ୍କୃତ। ରାଜେଶ କୁଲ୍ଲୁଙ୍କୁ ଚାକିରିରୁ ବହିଷ୍କାର କଲେ ସରକାର । ଲାଞ୍ଚ ନେଇ ଭିଜିଲ୍ଲାନ୍ସ ହାତରେ ଧରାପଡିଥିଲେ କୁଲ୍ଲୁ ।  ଏକ ମାମାଲା ରଫା ଦଫା ପାଇଁ ନେଉଥିଲେ ଲାଞ୍ଚ ।  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ହୋମଗାର୍ଡଙ୍କୁ ବହିଷ୍କାର ପାଇଁ ନୋଟିସ୍। ହୋମଗାର୍ଡ ଜ୍ୟୋତିରଞ୍ଜନ  ବେହେରା ଏବଂ ଅବଦୁଲ ସରଫରାଜ ଖାନ।

ତେବେ

Watch Video:-​​​​​​​