Voice of Eastern India

ପୁରୀରେ ହୋଟେଲ୍ ମାଲିକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର


ପୁରୀ ୨୪।୦୬ : ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା। ଅଭିଯୁକ୍ତ ଚନ୍ଦନ ପଲାରକୁ ଏନ୍ କାଉଣ୍ଟର। ଅଭିଯୁକ୍ତର ଘର ପୁରୀ ଚକରତିର୍ଥ ରୋଡ। ପୋଲିସ ତାକୁ ଏନକାଉଣ୍ଟର କରିଛି। ଚନ୍ଦନର ବାମ ଗୋଡରେ ବାଜିଛି ଗୁଳି। ବଳିଆପଣ୍ଡା ଥାନା ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚନ୍ଦନକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Also Read:-Murder Case In Puri : ବଳିଆପଣ୍ଡାରେ ଜଘନ୍ୟ ହତ୍ୟାକାଣ୍ଡ, ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକ ପବିତ୍ର ନାୟକ ବଳିଆପଣ୍ଡା ଅଞ୍ଚଳରେ ମନୋରମା ନାମକ ଏକ ହୋଟେଲ ଚଳାଉଥିଲେ । ଏହି ହତ୍ୟାକାଣ୍ଡ ପରେ ତଦନ୍ତ ଆରମ୍ଭ କରିଥିଲା ପୁରୀ ପୋଲିସ । ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କରିଛି ପୋଲିସ। ଅଭିଯୁକ୍ତର ଘର ପୁରୀ ଚକରତିର୍ଥ ରୋଡ। ପୋଲିସ ତାକୁ ଏନକାଉଣ୍ଟର କରିଛି। ଚନ୍ଦନର ବାମ ଗୋଡରେ ବାଜିଛି ଗୁଳି। ବଳିଆପଣ୍ଡା ଥାନା ପୋଲିସ ଏନକାଉଣ୍ଟର କରିଛି। ଅଭିଯୁକ୍ତ ଚନ୍ଦନକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ବଳିଆପଣ୍ଡା ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ।



Source link

Leave A Reply

Your email address will not be published.