ଦେଶରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କକ୍ରୋଜ୍ ଜନତା ପାର୍ଟି ନାଁରେ ଚାଲିଛି ସାଇବର ଠକେଇ। କକ୍ରୋଜ୍ ଜନତା ପାର୍ଟି ନାଁରେ କିଛି ଲିଙ୍କ ଆସୁଥିଲେ ସାବଧାନ। କକ୍ରୋଜ୍ ଜନତା ପାର୍ଟି ନାଁ ନେଇ ଠକେଇ କରୁଛନ୍ତି ସାଇବର ଠକ। ଫୋକସରେ ଯୁବପିଢ଼ି। Cyber fraud in the name of Kakroj Janata Party, four arrested
Source link
