Voice of Eastern India

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ୍‌ ଗ୍ରାଣ୍ଡ୍ ସେଲ୍: ମେକିଂ ଚାର୍ଜରେ ୧୦୦% ଡିସକାଉଣ୍ଟ୍, ଜୁଲାଇ ୫ ପର୍ଯ୍ୟନ୍ତ ସୁଯୋଗ


ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଜଟଣୀବାସୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଗ୍ରାହକଙ୍କ ଅତ୍ୟଧିକ ଚାହିଦାକୁ ଦୃଷ୍ଟିରେ ରଖି ‘ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ୍’ ପକ୍ଷରୁ ଚାଲିଥିବା ଗ୍ରାଣ୍ଡ୍ ସେଲର ଅବଧି ବୃଦ୍ଧି କରାଯାଇଛି। ଏହି ସ୍ୱତନ୍ତ୍ର ଅଫରର ଲାଭ ଉଠାଇବା ପାଇଁ ଆଉ ମାତ୍ର ୪ ଦିନ ଅର୍ଥାତ ୫ ଜୁଲାଇ ପର୍ଯ୍ୟନ୍ତ ବାକି ଅଛି।

ସମସ୍ତ ସୁନା ଓ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ (୫୦%+୫୦%) ସର୍ତ୍ତାବଳୀ ସହ ୧୦୦% ରିହାତି ମିଳୁଛି। ପୁରୁଣା ସୁନା ବଦଳରେ ୧୦୦% ମୂଲ୍ୟ:“Your Old Gold Can Shine For India Again” ଅଭିଯାନ ଅଧୀନରେ, ପୁରୁଣା ସୁନା ଏକ୍ସଚେଞ୍ଜ୍ କଲେ ୦% କାଟଛାଟ ସହିତ ୧୦୦% ଏକ୍ସଚେଞ୍ଜ୍ ଭାଲ୍ୟୁ* ପ୍ରଦାନ କରାଯାଉଛି। ୧୦୦% ୯୧୬ BIS ହଲ୍ମାର୍କ୍ ସୁନା ଅଳଙ୍କାର ଏବଂ ୧୦୦% IGI ସାର୍ଟିଫାଇଡ୍ ହୀରା ଅଳଙ୍କାର। ଲାଇଫ୍ଟାଇମ୍ ବାଏବ୍ୟାକ୍ ଗ୍ୟାରେଣ୍ଟି ଏବଂ ମାଗଣା ଲାଇଫ୍ଟାଇମ୍ ମେଣ୍ଟେନାନ୍ସ/ରିପେୟାର୍ ସେବା।

ଶୋ-ରୁମ୍ ଠିକଣା ଓ ଯୋଗାଯୋଗ:

ଏହି ଅଫର୍ ଭୁବନେଶ୍ୱର, କଟକ ଏବଂ ଜଟଣୀର ସମସ୍ତ ଶୋ-ରୁମରେ ଉପଲବ୍ଧ।







ସ୍ଥାନ ଠିକଣା ଯୋଗାଯୋଗ ନମ୍ବର
ଭୁବନେଶ୍ୱର IDBI ସ୍କୋୟାର୍, ଜନପଥ 73770 21222
ଜଟଣୀ ସୀତାରାମ ସ୍କୋୟାର୍ 80939 22322
କଟକ କ୍ୟାଣ୍ଟନମେଣ୍ଟ ରୋଡ୍ 99388 44322

ଜରୁରୀ ସୂଚନା:ଏହି ସୁଯୋଗ କେବଳ ୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ରହିଛି। ବିଳମ୍ବ ନ କରି ଆଜି ହିଁ ନିକଟସ୍ଥ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ୍ ଶୋ-ରୁମ୍ ପରିଦର୍ଶନ କରନ୍ତୁ।



Source link

Leave A Reply

Your email address will not be published.