Voice of Eastern India

ବିଜେପି ଛାଡ଼ି ନୂଆ ଦଳ ଗଠନ କରିବେ କି କେ. ଅନ୍ନାମଲାଇ?



ତାମିଲନାଡୁ ବିଜେପିର ପୂର୍ବତନ ସଭାପତି କେ. ଅନ୍ନାମଲାଇ ଦଳ ଛାଡ଼ିବା ଏବଂ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି।Will K. Annamalai leave BJP and form a new party?



Source link

Leave A Reply

Your email address will not be published.