Voice of Eastern India

ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି



ଟ୍ରମ୍ପଙ୍କ ବଡ଼ ଘୋଷଣା । ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି । ବନ୍ଦ ହେବ ଗୁଳିବିନିମୟ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷ ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗତକାଲି ଇସ୍ରାଏଲ୍ ଓ ଲେବାନନର ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧର ତୀବ୍ରତା କମାଇବା ପାଇଁ ସହମତି ପ୍ରକାଶ ପାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ।Trump’s big announcement: There will be a ceasefire between Israel and Hezbollah



Source link

Leave A Reply

Your email address will not be published.