Voice of Eastern India

ଜୁନ୍ ୪ ସୁଦ୍ଧା କେରଳ ଓ ତାମିଲନାଡୁ ଛୁଇଁପାରେ ମୌସୁମୀ, ରାଜ୍ୟରେ ଏବେ ବଢିବ ପାରଦ !



ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । Monsoon may reach Kerala and Tamil Nadu by June 4, rainfall will increase in the state now!



Source link

Leave A Reply

Your email address will not be published.