Voice of Eastern India

Hyena Sundarpada Jatni Road: ଜଟଣୀ-ସୁନ୍ଦରପଦା ରାସ୍ତାରେ ବାଘ ଆତଙ୍କ, ସତ କହିଲା ବନ ବିଭାଗ


ଭୁବନେଶ୍ବର ୭।୧୦: ହେଟା ବାଘ ନୁହେଁ କୋକିଶିଆଳୀ । ଏକଥାକୁ ସ୍ପଷ୍ଟ କଲା ବନ ବିଭାଗ । ମଙ୍ଗଳବାର ରାତିରେ ଏକ କୋକିଶିଆଳୀ ଜଟଣୀ-ସୁନ୍ଦରପଦା ରାସ୍ତାରେ ବୁଲୁଥିଲା । ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଭୟଭୀତ ହେବା ସହ ଏହାକୁ ହେଟାବାଘ ବୋଲି କହିଥିଲେ । ଲୋକମାନେ ଭୟଭୀତ ହୋଇ ସେ ରାସ୍ତାରେ ଯାତାୟାତ ବନ୍ଦ କରିଦେଇଥିଲେ ।

Also Read:- ଗୁମା ଘାଟିରେ ଓଲଟିଲା ୩ ଟ୍ରକ୍ : ଅଟକିଛି ଶହଶହ ଯାନବାହାନ

ତେବେ ବନ ବିଭାଗ ଏହା ହେଟାବାଘ ନୁହେଁ କୋକିଶିଆଳୀ ବୋଲି ସ୍ପଷ୍ଟ କରିବା ସହ ଲୋକଙ୍କୁ ଭୟଭୀତ ନହେବା ପାଇଁ ସୂଚନା ଦେଇଛି ।

Watch Video:



Source link

Leave A Reply

Your email address will not be published.