Voice of Eastern India

Orangutans: ଇଣ୍ଡୋନେସିଆର ଦାବିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ଓରାଙ୍ଗଉଟାନ୍‌ଙ୍କୁ ଫେରାଇ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ


ଭୁବନେଶ୍ବର ୮।୧୧: ଓରାଙ୍ଗଉଟାନ୍ ସୁସ୍ଥ ଅଛନ୍ତି, ଭଲ ଅଛନ୍ତି । ଆମେ ଚାହୁଁଛୁ ସେମାନେ ଏହିଠାରେ ହିଁ ରୁହନ୍ତୁ ବୋଲି କହିଛନ୍ତି ଜଙ୍ଗଲ ଓ ପାରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେମାନଙ୍କୁ ଆମ ପରିବେଶ ଅନୁକୂଳ ହେଉଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ବଢୁଛନ୍ତି ।

​​​​​​​

Also Read:-ମହାପ୍ରଭୁଙ୍କ ଚରଣରେ ପ୍ରଥମ କପି ସମର୍ପଣ, ସିଂହଦ୍ୱାର ସମ୍ମୁଖରେ ‘ପ୍ରମେୟ ଟାଇମ୍ସ’ର ଲୋକାର୍ପଣ

ଯେ କୌଣସି ଦେଶ ଓରାଙ୍ଗଉଟାନ୍ ତାଙ୍କ ଦେଶର କେବଳ ଦାବି କରିଦେଲେ ହେବ ନାହିଁ, ସେମାନଙ୍କୁ ପ୍ରମାଣ ଦେବାକୁ ପଡିବ । ଏହି ଓରାଙ୍ଗଉଟାନ୍‌ ବଂଶଜ ତାଙ୍କ ଦେଶର ବୋଲି । ଇଣ୍ଡୋନେସିଆ କେବଳ ଦାବି କରିଥିଲା କିନ୍ତୁ କୌଣସି ପ୍ରମାଣ ଦେଇନାହାନ୍ତି । ଇଣ୍ଡୋନେସିଆରୁ ଯେଉଁ ବିଶେଷଜ୍ଞ ଦଳ ଆସିବେ ସେମାନେ କେବଳ ଆସୁଛନ୍ତି ଦେଖିବା ପାଇଁ କିନ୍ତୁ ଭାରତ ସରକାର ତାଙ୍କ ଠାରୁ ପ୍ରମାଣ ମାଗିବେ ବୋଲି ମନ୍ତ୍ରୀ କହିଛନ୍ତି ।



Source link

Leave A Reply

Your email address will not be published.