Voice of Eastern India

Horoscope Today : ଜୁନ ୮ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଦୀର୍ଘଦିନର ଅପେକ୍ଷିତ କାମ ସଫଳ ହେବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ। ମନରେ ଆତ୍ମବିଶ୍ୱାସ ବଢ଼ିବ।

ବୃଷ– ବ୍ୟବସାୟୀମାନେ ଲାଭଜନକ ସୁଯୋଗ ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହେବ। ପରିବାରରେ ମତଭେଦ ଦୂର ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦିନଟି ସାଧାରଣତଃ ଶୁଭ ରହିବ।

ମିଥୁନ– କାର୍ଯ୍ୟରେ ବ୍ୟସ୍ତତା ଅଧିକ ରହିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ପରିବାରର ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇବେ। ମନ ପ୍ରଫୁଲ୍ଲ ରହିବ।

କର୍କଟ– ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସତର୍କତା ଆବଶ୍ୟକ। ପରିବାରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ମିଳିବ। ଧନ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ।

ସିଂହ– ଆପଣଙ୍କ ପ୍ରଭାବ ଓ ପ୍ରତିଷ୍ଠା ବଢ଼ିବ। ନୂଆ ଯୋଜନାରେ ସଫଳତା ମିଳିବ। ଅଧିକାରୀ ବର୍ଗଙ୍କ ସହଯୋଗ ପାଇବେ। ପରିବାରରେ ସୁଖଶାନ୍ତି ରହିବ। ଆର୍ଥିକ ସ୍ଥିତି ମଜବୁତ ହେବ। ଶୁଭ ସମ୍ବାଦ ମିଳିପାରେ।

କନ୍ୟା– କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ମିଳିବ। ଅପୂର୍ଣ୍ଣ କାମ ସମାପ୍ତ ହେବ। ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ପରିବାର ସହ ସମୟ ବିତାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ମନରେ ଉତ୍ସାହ ବଢ଼ିବ।

ତୁଳା– ଧୈର୍ଯ୍ୟ ଓ ସଂଯମ ରକ୍ଷା କରନ୍ତୁ। ନୂଆ ଲୋକଙ୍କ ସହ ପରିଚୟ ହେବ। ବ୍ୟବସାୟରେ ମଧ୍ୟମ ଲାଭ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଯାତ୍ରାର ଯୋଗ ରହିଛି।

ବିଛା– କୌଣସି ମହତ୍ୱପୂର୍ଣ୍ଣ କାମରେ ସଫଳତା ମିଳିବ। ଆର୍ଥିକ ପକ୍ଷ ମଜବୁତ ହେବ। ପରିବାରର ସଦସ୍ୟମାନଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ମନୋବଳ ବୃଦ୍ଧି ପାଇବ।

ଧନୁ– ଶିକ୍ଷା ଓ ଜ୍ଞାନ ଲାଭରେ ଦିନଟି ଭଲ। ଚାକିରି କ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ପରିବାରରେ ଆନନ୍ଦ ବଢ଼ିବ। ବନ୍ଧୁମାନଙ୍କ ସହଯୋଗ ପାଇବେ। ଯୋଜନାବଦ୍ଧ କାମରେ ସଫଳତା ମିଳିବ।

ମକର– କାର୍ଯ୍ୟକ୍ଷେତ୍ରରେ ସତର୍କତା ସହ କାମ କରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ପରିବାରରେ ସହଯୋଗ ମିଳିବ। ଅର୍ଥ ବ୍ୟୟ ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସନ୍ଧ୍ୟା ପରେ ଶୁଭ ଖବର ମିଳିପାରେ।

କୁମ୍ଭ– ନୂଆ ଚିନ୍ତାଧାରା ଓ ଯୋଜନାରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ। ପରିବାରରେ ସୁଖଶାନ୍ତି ରହିବ। ଧନ ଲାଭର ସୁଯୋଗ ମିଳିପାରେ। ସାମାଜିକ ସମ୍ମାନ ବୃଦ୍ଧି ପାଇବ। ଦିନଟି ଶୁଭ ଫଳଦାୟକ ରହିବ।

ମୀନ– ଆଜି ଭାଗ୍ୟର ସହଯୋଗ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଖୁସିର ପରିବେଶ ରହିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ମାନସିକ ଶାନ୍ତି ଅନୁଭବ କରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.