Voice of Eastern India

୫ ଦିନରେ କେରଳମ୍‌ ଛୁଇଁବ ମୌସୁମି



ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଏବଂ ତାମିଲନାଡ଼ୁର କିଛି ଅଞ୍ଚଳ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୌସୁମି ବୁଲେଟିନରେ ଏହା ସ୍ପଷ୍ଟ କରିଛି। ସାଧାରଣତଃ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ ଜୁନ ୧ରେ କେରଳମ୍‌ ଛୁଇଁଥାଏ।Monsoon to reach Kerala in 5 days



Source link

Leave A Reply

Your email address will not be published.