ପାରାଦ୍ବୀପର ଏରସମା ଅଞ୍ଚଳରେ ଜେଏସଡବ୍ଲ୍ୟୁ ଷ୍ଟିଲର ‘ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ’ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବୁଧବାର ପାରାଦ୍ବୀପର ଢିଙ୍କିଆରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଇସ୍ପାତ ରାଜଧାନୀ’ Odisha to become steel capital: CM
Source link
