Voice of Eastern India

ଇସ୍ତଫା ଦେଲେଣି ୧୦୧ ଟିଏମ୍‌ସି କାଉନସିଲର

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଫାଟ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଧାନସଭା ନିର୍ବାଚନରେ ପରାଜୟ ପରେ ଏକାଧିକ ଟିଏମ୍‌ସି ନେତା ଦଳ ଛାଡି ସାରିଥିବାବେଳେ ବର୍ତ୍ତମାନ ଏହି ସଂକ୍ରମଣ ଦଳୀୟ କାଉନସିଲରଙ୍କୁ ବ୍ୟାପିବାରେ ଲାଗିଛି। 101 TMC councilors have resigned

Source link

Leave A Reply

Your email address will not be published.