Voice of Eastern India

ପ୍ରେମ ବ୍ୟାପାରକୁ ନେଇ ପ୍ରେମିକାର ଦାଦାକୁ ପିଟିବା ଘଟଣା, ଧରିପଡ଼ିଲେ ତିନି ଅଭିଯୁକ୍ତ


ଅନୁଗୋଳ: ପ୍ରେମ ବ୍ୟାପାରକୁ ନେଇ ଘଟଣାକୁ ନେଇ ଅନୁଗୋଳ ବାଳୁଅକଟା ଗ୍ରାମରେ ପ୍ରେମିକାର ଦାଦାକୁ ଗାଁଦାଣ୍ଡରେ ମାରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ଅନୁଗୋଳ ସଦର ପୋଲିସ। ଘଟଣାରେ ଶନିବାର ୩ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ଏମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଶରଧାପୁର ଗାଁର ଜୁଲୁ ବେହେରା (୨୪) ଓ ଅନ୍ୟ ଦୁଇ ସହଯୋଗୀ ଖାଲଗାଁର କିଶନ ବାରିକ (୨୨) ଏବଂ ରିତେଶ ସାହୁ (୨୧)। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଥାଉକି, ଗତ ଶନିବାର ଏମାନେ ମିଶି ପ୍ରେମିକାର ସମ୍ପର୍କୀୟ ଦାଦା ହେମନ୍ତ ବେହେରାଙ୍କୁ ପିଟିପିଟି ହତ୍ୟା କରିଥିଲେ। ଘଟଣାର ୬ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ।



Source link

Leave A Reply

Your email address will not be published.