Voice of Eastern India

୩୫୬ ରନ୍‌ରେ ଅଟକିଲା କିୱି ଟିମ୍, ଶୂନରେ ଆଉଟ୍ ହେଲେ ଯଶସ୍ୱୀ ଜୟସ୍ୱାଲ


ମୁମ୍ବାଇ ୨୮।୦୧ : ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ । କ୍ରିଷ୍ଟଚର୍ଚ୍ଚ ଗ୍ରାଉଣ୍ଡରେ ଖେଳାଯାଉଥିବା ସିରିଜର ୨ୟ ଟେଷ୍ଟ ମ୍ୟାଚ୍ରେ ଘରୋଇ ଟିମ୍ ୩୫୬ ରନ୍ରେ ଅଲଆଉଟ୍ ହୋଇଛି । ଯବାବରେ ଭାରତର ଖରାପ ଆରମ୍ଭ ହୋଇଛି । ଓପନର ଯଶସ୍ୱୀ ଜସ୍ଓ୍ୱାଲ୍ ବିନା ଖାତା ଖୋଲି ପ୍ୟାଭିଲିୟନ ଫେରିଯାଇଛନ୍ତି ।



Source link

Leave A Reply

Your email address will not be published.