Voice of Eastern India

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ବାପା-ମାଆ ! ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା କହିଲେ ପୁଅ


ପୁରୀ ୨୧।୬: ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚାରେ ଘଟିଛି ଅଭାବନୀୟ ଘଟଣା। ନିଶାଖୋର ପୁଅ ପାଇଁ ଫ୍ୟାନ୍‌ରେ ଝୁଲି ପଡ଼ି ଆତ୍ମହତ୍ୟା କଲେ ବାପା-ମାଆ । ମୃତକ ଦମ୍ପତି ହେଲେ ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର । ତାଳବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ମୃତଦେହ ଜବତ କରି ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ ପାଇଁ ସ୍ବର୍ଗଦ୍ବାର ଅଣାଯାଇଛି ।

ସେପଟେ ବାପା-ମାଆଙ୍କ ଆତ୍ମହତ୍ୟାକୁ ନେଇ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ପୁଅ 



Source link

Leave A Reply

Your email address will not be published.